😱 ବନ୍ଧାକୋବିରୁ ଏମିତି ଲଲିପପ୍! ଶାଶୁଙ୍କ ରାଗ ଗାୟବ 😍 | Odia Recipe Story#shorts#cat ଶାଶୁମାଙ୍କ ପାଇଁ ବୋହୂ ତିଆରି କରିଥିଲା ସୁଆଦିଆ ମାଛ ଝୋଳ! 🐟 କିନ୍ତୁ ନଣନ୍ଦର ଷଡ଼ଯନ୍ତ୍ର ଯୋଗୁଁ ବିଲେଇ ଖାଇଦେଲା ସବୁ ମାଛ! 😱 ତା’ପରେ ବୋହୂ ବନ୍ଧାକୋବି ଓ ଆଳୁରୁ ବନେଇଲା ମଜାଦାର କ୍ରିସ୍ପି ଲଲିପପ୍। ଏହା ଖାଇ ଶାଶୁମାଙ୍କ ରାଗ ଶାନ୍ତ ହେଲା କି? ❤️ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଏହି ସୁଆଦିଆ ରେସିପି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। 👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ।
❤️ ଏମିତି ନୂଆ ରେସିପି ଓ ଓଡ଼ିଆ କାହାଣୀ ପାଇଁ Channel Subscribe କରନ୍ତୁ। #OdiaRecipe #BandhaKobiRecipe #CabbageLollipop #OdiaStory #SasuBohu #OdiaCooking #CrispyLollipop #OdiaShorts #FamilyDrama #CookingStory